୧୯ ରେ ଆଉ ଏକ ଲଘୁଚାପ : ଅଶାନ୍ତ ରହିବ ସମୁଦ୍ର, ଜୋରରେ ବହିବ ପବନ, ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ || -
ଭୁବନେଶ୍ୱର, ୧୭ ।୧୦: ୧୯ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୦ତାରିଖ ଭିତରେ ଏହା ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ରାଜ୍ୟର ...